ତୀରନ୍ଦାଜରେ ଭାରତୀୟ ତୀରଚାଲକ ଅତନୁ ଦାସ ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ ତୀରନ୍ଦାଜରେ ଅତନୁ 2012ର ଚାମ୍ପିଅନ ଦକ୍ଷିଣ କୋରିଆର ଓ ଜିନ ହେକଙ୍କୁ ପରାସ୍ତ କରି ପ୍ରି-କ୍ବାର୍ଟରକୁ ଉନ୍ନୀତ ହୋଇଛନ୍ତି । ଏଲିମିନେସନ ରାଉଣ୍ଡରେ 2012ର ଚାମ୍ପିଅନଙ୍କୁ ହରାଇବା ଅତନୁଙ୍କ ପାଇଁ ପ୍ରେରଣାଦାୟକ ହୋଇଛି । 2020ରେ ଜିନ ହେକ୍ ଚୀନର ତୀରନ୍ଦାଜଙ୍କୁ ୟୁ ଚାଙ୍ଗ ଡେଙ୍ଗଙ୍କୁ ଏଲିମିନେଟ କରିଥିଲେ ।

LEAVE A REPLY

Please enter your comment!
Please enter your name here