ଆଜିଠାରୁ ଲର୍ଡ୍ସ ପଡିଆରେ ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାଣ ବର୍ଷା ପାଇଁ ଟସ୍ ପଡିବାରେ ବିଳମ୍ବ ଘଟିଛି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି ପରିବର୍ତ୍ତନ କରିବାକୁ ପଡିବ । ଭାରତୀୟ ସମୟନୁସାରେ ୩ଟାରେ ଟସ୍ ପଡିବାର ଥିଲା। ଏବେବି ଲଣ୍ଡନରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୁଚନା ଅନୁଯାୟୀ, ଆଗକୁ ଆହୁରୀ ବର୍ଷା ହେବ । ଏନେଇ ଷ୍ଟାଡିୟମରେ ଉପସ୍ଥିତ ଥିବା କ୍ରିକେଟ ପ୍ରେମୀଙ୍କ ମନରେ ଦୁଃଖ ପ୍ରକାଶ ହୋଇଛି ।

LEAVE A REPLY

Please enter your comment!
Please enter your name here