ରବିବାର ଦିନ ଚେନ୍ନାଇରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-20 ମ୍ୟାଚ୍. ଏଥିପାଇଁ ପ୍ରସ୍ତୁତ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳ. ଏହି ମ୍ୟାଚରେ ଭାରତ ବିଜୟ ଲାଭ କରି କ୍ଲିନ ସ୍ୱିପ୍ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଗତ ଦୁଇଟି ମ୍ୟାଚରେ ୱେଷ୍ଟଇଣ୍ଡିଜ ପରାଜୟ ହେବା ପରେ ଆଜିର ମ୍ୟାଚକୁ ଜିତିବା ପାଇଁ ଚେଷ୍ଟା କରିବ. ଯଦିଓ ଟି-20 ମ୍ୟାଚରେ କ୍ରିକେଟପ୍ରେମୀ ମହେନ୍ଦ୍ର ସିଂ ଧୋନୀଙ୍କୁ ମିସ୍ କରୁଛନ୍ତି, ତଥାପି ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଓ ଚମତ୍କାର ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ଆନନ୍ଦ ଦେଉଥିବା ସାଧାରଣରେ ପ୍ରକାଶ ପାଇଛି.

LEAVE A REPLY

Please enter your comment!
Please enter your name here