ବିଶ୍ୱକପର ପଞ୍ଚମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ବ୍ୟାଟିଂ ଜାରି ରହିଛି । ଦ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱାଦଶ ବିଶ୍ୱକପର ପଞ୍ଚମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଛି ଦକ୍ଷିଣ ଆଫ୍ରିକା । ଏହା ପୂର୍ବରୁ ଦ୍ୱାଦଶ ବିଶ୍ୱକପର ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଠାରୁ ବୃହତ ବ୍ୟବଧାନରେ ପରାଜୟ ବରଣ କରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ ଜିତି ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ବାଂଲାଦେଶ ବି ପ୍ରଥମ ମ୍ୟାଚରୁ ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ ଜାରି ରଖିବ ।

LEAVE A REPLY

Please enter your comment!
Please enter your name here