ଭାରତୀୟ ମହିଳା ବ୍ୟାଡମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ ନିଜ କ୍ୟାରିୟରର ପ୍ରଥମ ପାହାଚ ଚଢି ବିଡବ୍ଲୁଏଫ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି. ଚାଇନାର ଗୋଆଙ୍ଗଝଠାରେ ଅନୁଷ୍ଠିତ ହୋଇଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜାପାନର ନୋଜାମି ଓକାହାରାଙ୍କୁ 1 ଘଣ୍ଟା 2ମିନିଟରେ 21-19, 21-17 ରେ ହରାଇ ଏହି ଟାଇଟାଲ ଜିତିପାରିଛନ୍ତି. ତେବେ ସେ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନଜନକ ଟାଇଟଲ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି.

LEAVE A REPLY

Please enter your comment!
Please enter your name here