ହେଲାସ୍ ଓପନ-2018 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶା ପାଇଁ ଗୌରବର ମୁକୁଟ ଆଣିଦେଇଛନ୍ତି ଓଡିଆ ଝିଅ ଋତୁପର୍ଣ୍ଣା ପଣ୍ଡା. ଗ୍ରୀସ୍ ରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ସେ ଏହି ଟାଇଟଲ ହାସଲ କରିପାରିଛନ୍ତି. ତେବେ ଏହା ହେଉଛି ରାଜ୍ୟ ପାଇଁ ଏସିଇ ବ୍ୟାଡମିଣ୍ଟନ ପ୍ଲେୟାର ଦ୍ୱାରା ହାସଲ କରାଯାଇଥିବା ପ୍ରଥମ ଆନ୍ତର୍ଜାତୀୟ ଟାଇଟଲ୍. ଯାହାକୁ ଋତୁପର୍ଣ୍ଣା ହାସଲ କରିପାରିଛନ୍ତି. ଋତୁପର୍ଣ୍ଣା ଓ ତାଙ୍କ ସହ ଥିବା ଆରତୀ ସାରା ଫ୍ରାନ୍ସର ବିମଳା ହେରିଆ ଓ ମାର୍ଗୋଟ ଲେମ୍ବର୍ଟକୁ 50 ମିନିଟ୍ ରେ 21-19, 21-12 କ୍ରମରେ ହରାଇ ଏହି ସଫଳତାକୁ ହାସଲ କରିନେଇଛନ୍ତି.

LEAVE A REPLY

Please enter your comment!
Please enter your name here