ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବାପରେ ଦୁଇ ଜଣ ଏବେ କ୍ୱାରେଣ୍ଟିନରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟିଂ ପାଇଁ ସେ ଅପିଲ କରିଛନ୍ତି । ଅର୍ଜୁନ କର୍ପୁରଙ୍କ ବାନ୍ଧବୀ ମଲାଇକା ଆରୋରା ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି । ନିକଟରେ ମଲାଇକା ଆରୋରାଙ୍କ ଘରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିବାକୁ ପହଁଞ୍ଚିଥିଲେ ଅର୍ଜୁନ । ଏହି ପାର୍ଟିରେ କରୀନା କପୁର ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here