ଭାରତ ମୋଟର୍ସ ଓ ଶ୍ରୀଭାରତ ମୋଟର୍ସ କମ୍ପାନୀ ଉପରେ ଚଢାଉ କରାଯାଇଛି । ୩୮ କୋଟି ଟଙ୍କା ବକେୟା ରଖିଥିବା ଅଭିଯୋଗରେ ବାଣିଜ୍ୟକର ଓ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗର ଚଢାଉ । ୫ଟି ଟିମରେ ୩୦ ଜଣିଆ ଅଫିସର କରୁଛନ୍ତି ଚଢାଉ ।

LEAVE A REPLY

Please enter your comment!
Please enter your name here