ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର । ୨୦୦୦ ବ୍ୟାଚର ଆଇଏଏସ ତଥା ଝାଡଖଣ୍ଡର ଖଣି ସଚିବ ହେଉଛନ୍ତି ପୂଜା ସିଘଂଲ । ମନି ଲଣ୍ଡରିଂ ମାମଲାରେ କାଲି ପୁଜାଙ୍କୁ ଗିରଫ କରିଥିଲା ଇଡି । ପୂଜାଙ୍କ ନାଁରେ ମନରେଗା ଟଙ୍କା ହଡପ ଅଭିଯୋଗ ଥିଲା ।

LEAVE A REPLY

Please enter your comment!
Please enter your name here