ନିର୍ବାଚନ ପରେ ସାରା ଓଡିଶାରେ ସବୁଠୁ ବଡ ଚର୍ଚ୍ଚା ଥିଲା କେଉଁ ବିଧାୟକ ମନ୍ତ୍ରୀପଦ ପାଇବେ । କେଉଁ ମାନେ ସମ୍ବାଳିବେ ନବୀନଙ୍କ ପଚଂମ ଇନିଂସ୍  ମନ୍ତ୍ରୀଭାର । ବୁଧବାର ଶପଥ ଗ୍ରହଣ ଉତ୍ସବରେ ନବୀନ ଓ ଟିମ୍ ଶପଥ ନେବା ପରେ ବର୍ତ୍ତମାନ ସାମ୍ନାକୁ ଆସିଛି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନର ତାଲିକା ।

କ୍ୟାବିନେଟ୍  ପାହ୍ୟା

ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ –ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ

ଭଂଜନଗରର ବିଧାୟକ ବିକ୍ରମ କେଶରୀ ଆରୁଖ –ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

କାମାକ୍ଷାନଗର ବିଧାୟକ ପ୍ରଫୁଲ ମଲ୍ଲିକ –ଖଣି ,ଇସ୍ପାତ,ପୂର୍ତ୍ତ ବିଭାଗ,ଗୃହ ବିଭାଗର ରାଜ୍ୟପାହ୍ୟା

ସୋନପୁର ବିଧାୟକ ନିରଂଜନ ପୂଜାରୀ -ଅର୍ଥ ଓ ଅବକାରୀ ବିଭାଗ

ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା –ବାଣିଜ୍ୟ ପରିବହନ ବିଭାଗ

ମାହାଙ୍ଗା ବିଧାୟକ ପ୍ରତାପ ଜେନା -ପଂଚାୟତିରାଜ,ଆଇନ ଓ ନଗର ଉନ୍ନୟନ ବିଭାଗ

ନୟାଗଡ ବିଧାୟକ ଅରୁଣ ସାହୁ –କୃଷି ,ମତ୍ସ ,ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ

ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି –ରାଜସ୍ୱ ,ବିପର୍ଯ୍ୟୟ ପ୍ରଶମନ ବିଭାଗ

ଭଟଲି ବିଧାୟକ ସୁଶାନ୍ତ ସିଂ –ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ

ଝାରସୁଗୁଡା ବିଧାୟକ ନବ କିଶୋର ଦାସ –ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଟିଟିଲାଗଡ ବିଧାୟିକା ଟୁକୁନି ସାହୁ –ମହିଳା ଓ ଶିଶୁ ବିକାଶ ବିଭାଗ

ବିଜେପୁର ଓ ହିଜିଂଳି ବିଧାୟକ ନବୀନ ପଟ୍ଟନାୟକ –ଗୃହ ,ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ

ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ନିମାପଡା ବିଧାୟକ ସମୀର ରଂଜନ ଦାସ –ଗଣଶିକ୍ଷା ବିଭାଗ

ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ପଣ୍ଡା –ବିଜ୍ଞାନ ଓ ପ୍ରଯୁକ୍ତି ଭିନ୍ନକ୍ଷମ ବିଭାଗ

ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହି -ପର୍ଯ୍ୟଟନ,ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ

ବିଷମକଟକ ବିଧାୟକ ଜଗନ୍ନାଥ ସାରକା -ଅନୁସୂଚିତ ଜାତି ଜନଜାତି ବିକାଶ ଓ କଲ୍ୟାଣ ବିଭାଗ

ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର-ଶକ୍ତି ଓ ଶିଳ୍ପ,ଅଣୁ,କ୍ଷୁଦ୍ର ମଧ୍ୟମ ବିଭାଗ

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ -ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ

କୋଟପାଡ ବିଧାୟିକା ପଦ୍ମିନୀ ଦିଆନ୍ –ହସ୍ତତନ୍ତ ବୟନ ଶିଳ୍ପ ବିଭାଗ

ବାଲିକୁଦା –ଏରସମା ବିଧାୟକ ରଘୁନନ୍ଦନ ଦାସ –ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ

କାକଟପୁର ବିଧାୟକ ତୁଷାରକାନ୍ତି ବେହେରା- କ୍ରୀଡା ,ଯୁବ ବ୍ୟାପାର ,ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ

LEAVE A REPLY

Please enter your comment!
Please enter your name here