କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନ.ସି.ପି.ସି.ଆର ଦେଇଥିବା ଓଡିଶାର ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଓ.ଟି.ଇ.ଟି ବାଧ୍ୟତାମୂଳକ ନୀତିକୁ ଅଲ୍ ଇଣ୍ଡିଆ ପ୍ରାଇଭେଟ ସ୍କୁଲ ଆସୋସିଏସନ ନିନ୍ଦା କରିଛି. ପ୍ରତ୍ୟାହାର ଦାବି ନେଇ ସେମାନେ ମାଷ୍ଟରକ୍ୟାଣ୍ଟିନସ୍ଥିତ ଲୋୟର ପିଏମଜି ଠାରେ ବିକ୍ଷୋଭ କରିଛନ୍ତି. ଏହି ଆନ୍ଦୋଳନରେ ସାରା ରାଜ୍ୟର ତିନି ହଜାରରୁ ଅଧିକ ଘରୋଇ ବିଦ୍ୟାଳୟର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ. ଏହାର ନୀତିଗତ ନିଷ୍ପତି ଯଦି ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେଚାବୀନ ଦେଇଛି.

 

LEAVE A REPLY

Please enter your comment!
Please enter your name here