ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀରେ ଆସେସମେଣ୍ଟ କରାଯିବ । ଶେଣୀ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା କରିବେ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଛି । ବର୍ଷତମାମ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପରୀକ୍ଷା ହେବ ଏବଂ ମୂଲ୍ୟାୟନ ପରୀକ୍ଷା ସରିଲେ ଫାଇନାଲ ପରୀକ୍ଷା ହେବ । ଚାରିଟି ଫର୍ମେଟିଭ୍ ଓ ଦୁଇଟି ସବମିଟିଭି ଆସେସମେଣ୍ଟ କରାଯିବ । ଜାନୁଆରୀ, ମାର୍ଚ୍ଚ, ସେପ୍ଟେମ୍ବର ଓ ନଭେମ୍ବର ମାସ ଦ୍ବିତୀୟ ସପ୍ତାହରେ ଏହି ମୂଲ୍ୟାୟନ କରାଯିବ ।

LEAVE A REPLY

Please enter your comment!
Please enter your name here