ପାକିସ୍ତାନର କରାଚି ସହରରେ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ 14 ଜଣଙ୍କ ମୃତ୍ୟୁ । କରାଚି ସହରର ଶେରଶାହା ଛକରେ ଥିବା ଏକ କୋଠାରେ ବିସ୍ପୋରଣ ଯୋଗୁ ଘଟଣାସ୍ଥଳରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here