Home Bussiness କାର୍ ଦୁର୍ଘଟଣାରୁ ରକ୍ଷା କରିବ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ BussinessTrending News କାର୍ ଦୁର୍ଘଟଣାରୁ ରକ୍ଷା କରିବ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ By Takshak Bureau - January 14, 2019 534 0 Facebook Twitter Google+ Pinterest WhatsApp ଲମ୍ବା ସମୟ ଅପେକ୍ଷା ପରେ ଶେଷରେ ମୋଦି ସରକାର କାରରେ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି. 2021 ମସିହା ବେଳକୁ ଏହି ସିଷ୍ଟମକୁ ଆପଣେଇବା ପାଇଁ ସମସ୍ତେ ବାଧ୍ୟ ହେବେ. ଏହା ଲାଗିବା ପରେ କାର ମୂଲ୍ୟ ମଧ୍ୟ ବଢିଯିବ ଏବଂ ବିକଶିତ ଦେଶରେ ଏହା ଆରମ୍ଭ କରାଯିବ. ପରିବହନ ବିଶେଷଜ୍ଞଙ୍କ କହିବା ଅନୁସାରେ କାରର ଡ୍ୟାସବୋର୍ଡ ଉପରେ ଏକ ବଟନ ଲାଗିଥାଏ. ଯାହାକୁ ଅନ ଓ ଅଫ କରିହୁଏ. ଇଏସସିକୁ ଅଫ କରିବା ମାତ୍ରେ କାର୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ. ଫଳରେ ଆକ୍ସିଡେଣ୍ଟ ହୋଇଥାଏ ବୋଲି ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି. ଏହାକୁ ଅନ କଲେ ସମାନ ଗତିରେ ଏହା କାରକୁ ଆରାମରେ ନେଇଥାଏ. ତେବେ ଅଷ୍ଟ୍ରେଲିଆରେ ଏହାକୁ 2011ମସିହାରୁ ଲାଗୁ କରାଯାଇଛି. RELATED ARTICLESMORE FROM AUTHOR Big Story ପାଗ ଖରାପ ଯୋଗୁ ବିଳମ୍ବ ହେଉଛି ଅନ୍ତରୀକ୍ଷ ଯାତ୍ରା National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ Big Story ଛତିଶଗଡରୁ ଓଡିଶା ଭିତରକୁ ପଶି ଆସିଛନ୍ତି ମାଓବାଦୀ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...