ସାର୍ବଜନିନ ଭାବେ ବହୁ ବାର ନିଜକୁ ଶିବ ଭକ୍ତ କହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କୈଳାଶ ମାନସରୋବର ଯାତ୍ରାରେ ବାହାରିବେ । ସେ ଚୀନ ରାସ୍ତା ଦେଇ କୈଳାଶ ମାନସରୋବରକୁ ଯାତ୍ରା କରିବେ ।

ସୂଚନା ଅନୁଯାୟୀ, ରାହୁଲ ପ୍ରଥମେ ଚୀନର ବେଜିଙ୍ଗ୍ ପାଇଁ ପ୍ରସ୍ଥାନ କରିବେ । ସେଠାରେ ପହଁଞ୍ଚିବା ପରେ ସେ ଲହାସା ଓ ପରେ ସାଗା ଯିବେ । ସାଗାରେ ରାହୁଲ ପାଖାପାଖି ଦିନେ କି ଦୁଇଦିନ ରହିବେ । ଏହାପରେ ସେ ମାନସରୋବର ଅଭିମୁଖେ ଯାତ୍ରା କରିବେ ।

LEAVE A REPLY

Please enter your comment!
Please enter your name here