ଖଣ୍ଡଗିରି ଥାନା ଏସଆଇ ଗିରଫ । ୫୦ ହଜାର ଟଙ୍କା ଲାଞ୍ଚନେବାବେଳେ ଧରାପଡିଲେ ପୋଲିସ ଏସଆଇ । ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ ଧରାପଡିଛନ୍ତି । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ । ନାକା ଗେଟ ନିକଟରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

LEAVE A REPLY

Please enter your comment!
Please enter your name here