ବିଭିନ୍ନ ଦାବି ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗାଁ ଲୋକେ. ମାଲକାନଗିରି ଜିଲ୍ଲା ଏମପିଭି 4 ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି. ସେହି ଗାଁରେ ବାସ କରୁଥିବା ସାନ୍ତାଳୀବାସୀଙ୍କୁ ସ୍ଥାୟୀ ପଟ୍ଟା ନ ମିଳିବାରୁ ସେମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି. ଜାତିଗତ ପ୍ରମାଣପତ୍ର ସହ ରେସିଡେନ୍ସି ପ୍ରମାଣ ପତ୍ର ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି. ଫଳରେ ସେମାନଙ୍କ ପିଲାମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି.

LEAVE A REPLY

Please enter your comment!
Please enter your name here