ପାକିସ୍ତାନ ଓ ଚୀନର କାର୍ଯ୍ୟକଳାପ ଯୋଗୁ ସଦାସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ଭାରତ.

ଦୁଇ ଦେଶଠାରୁ ଢେର ଅଧିକ ସାମରିକ କ୍ଷମତା ରଖିଥିବା ଭାରତ, ନିଜକୁ ଆହୁରି ମଜବୁତ କରିବା ପାଇଁ ଯୋଜନା ରଖିଛି. 2019 ରେ ଭାରତୀୟ ବାୟୁସେନା ବିଦେଶରୁ 110 ଟି ଲଢୁଆ ବିମାନ କିଣିବାର ଯୋଜନା ରଖିଛି. ଏହି ବିମାନଗୁଡ଼ିକ ନିର୍ମାଣ କରୁଥିବା 6 ଟି କମ୍ପାନୀ ଭାରତୀୟ ବାୟୁସେନାକୁ ସେମାନଙ୍କର ବିମାନ ବିକ୍ରୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି. ଏନେଇ ସମସ୍ତ ଦସ୍ତାବିଜ୍ କୁ ଅନୁଧ୍ୟାନ କରୁଛି ଭାରତ.

ବୋଇଂ, ଲକହିଡ୍ ମାର୍ଟିନ୍, ଡାସଲ୍ଟ ଆଭିଏସନ୍, ୟୁରୋ ଫାଇଟର, ସାବ୍ ଓ ୟୁନାଇଟେଡ୍ ଏୟାରକ୍ରାଫ୍ଟ ଆଦି ବିଦେଶ କମ୍ପାନୀଗୁଡିକ ବାୟୁସେନାକୁ ଉନ୍ନତ ମାନର ଲଢୁଆ ବିମାନ ବିକ୍ରୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି.

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here