କରୋନା ପାଇଁ ବନ୍ଦ ହୋଇପଡିଥିବା ହଲକୁ ଛୁଟୁଛି ଦର୍ଶକଙ୍କ ସୁଅ । ରିଲିଜ ହୋଇଛି ଫିଲ୍ମ ‘କାଶ୍ମୀର ଫାଇଲସ’ । କେମିତି କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜର ଜନ୍ମମାଟି ଛାଡିବାକୁ ପଡିଥିଲା । ଆଖି ସାମ୍ନାରେ ପରିବାର ଲୋକଙ୍କୁ କେମିତି ହତ୍ୟା କରିଥିଲେ ଆତଙ୍କବାଦୀ । ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ କାଶ୍ମୀର ଫାଇଲସ । ସ୍ୱାଧୀନ ଭାରତର ଇତିହାସର ଏହି କଳାକାହାଣୀକୁ ଫିଲ୍ମଟି ରିଲିଜ ହୋଇଛି । ପ୍ରଥମ ଦିନରୁ ଦର୍ଶକଙ୍କ ଜବରଦସ୍ତ ରେସପନସ । ସାରା ଦେଶରୁ ‘କାଶ୍ମୀର ଫାଇଲସ’ ଫିଲ୍ମକୁ ମିଳୁଛି ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଜଣାଇଛନ୍ତି ଶୁଭେଚ୍ଛା ।

LEAVE A REPLY

Please enter your comment!
Please enter your name here