ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧକ୍ଷ୍ୟ ନିର୍ବାଚନ ହେଉଛି । ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ସଭାପତି ପଦ ଅକ୍ତିଆର କଲା ବିଜୁ ଜନତା ଦଳ । ତେବେ ଯାଜପୁରର ଜିଲ୍ଲା ପରିଷଦ ଅଧକ୍ଷ୍ୟ ଭାବରେ ବିଜେଡିର ନଳିନୀପ୍ରଭା ଜେନା ନିର୍ବାଚିତ ହୋଇଥିବାବେଳେ,
ବଲାଙ୍ଗିର-ଦେବକୀ ସାହୁ(ବିଜେଡି)
ନବରଙ୍ଗପୁର-ମୋତିରାମ ନାୟକ(ବିଜେଡି)
ବାଲେଶ୍ୱର-ନାରାୟଣ ପ୍ରଧାନ(ବିଜେଡି)
ଦେବଗଡ-କୌଶିକ କୁମାର ପ୍ରଧାନ(ବିଜେଡି)
କଳାହାଣ୍ଡି-ପୁଷ୍ପେନ୍ଦ୍ର କୁମାର ସିଂ ଦେଓ(ବିଜେଡି)
ନୂଆପଡା-ଡଲି ମାଝୀ(ବିଜେଡି)
ନୟାଗଡ-ଦେବାଶିଷ ପଟ୍ଟନାୟକ(ବିଜେଡି)
କଟକ-କିଶୋର ଚନ୍ଦ୍ର ମିଶ୍ର
ଢେଙ୍କାନାଳ- ଅର୍ଚ୍ଚନା ପୁହାଣ( ବିଜେଡି)
ଝାରସୁଗୁଡା-ତଳାବତୀ ମିଞ୍ଜ୍ (ବିଜେଡି)
ଜଗତସିଂହପୁର-ମନୋଜ କୁମାର ଭୋଇ( ବିଜେଡି)
ମାଲକାନଗିରି-ସମାରୀ ଟାଙ୍ଗୁଲୁ (ବିଜେଡି)
ରାୟଗଡା-ସରସ୍ୱତୀ ମାଝୀ (ବିଜେଡି)
ସମ୍ବଲପୁର-କୁମୁଦିନୀ ନାୟକ( ବିଜେଡି)
ସୁବର୍ଣ୍ଣପୁର-ସୁପାର ଠେଲା( ବିଜେଡି)
ସୁନ୍ଦରଗଡ-କୁନ୍ତୀ ପ୍ରଧାନ( ବିଜେଡି)
ବରଗଡ-ମାନିନୀ ଭୋଇ(ବିଜେଡି)
ଭଦ୍ରକ-ପ୍ରଫୁଲ୍ଲ ଜେନା (ବିଜେଡି)
କେନ୍ଦୁଝର-ସାଗରୀକା ସାହୁ(ବିଜେଡି)
କନ୍ଧମାଳ-ନନ୍ଦିନୀ ମଲ୍ଲିକ (ବିଜେଡି)
କେନ୍ଦ୍ରାପଡା-ଗୀତାଞ୍ଜଳି ସେଠୀ(ବିଜେଡି)
ଅନୁଗୁଳ-ବବିତା ପ୍ରଧାନ
ବୌଦ୍ଧ-ପ୍ରଭାସିନୀ ଦାସ
ଗଞ୍ଜାମ-ଅଞ୍ଜଳି ସ୍ୱାଇଁ
ଗଜପତି-ଡି. ତିରୁପତି ରାଓ
ଖୋର୍ଦ୍ଧା-ରୁପଶ୍ରୀରାଣୀ ଗୁମାନସିଂ
କୋରାପୁଟ-ସସ୍ମିତା ମେଲେକା
ମୟୂରଭଞ୍ଜ-ଭାରତୀ ହାଂସଦା
ପୁରୀ-ସ୍ୱପ୍ନାରାଣୀ ସ୍ୱାଇଁ

LEAVE A REPLY

Please enter your comment!
Please enter your name here