ବସ ଚଳାଚଳ ବନ୍ଦ ଚେତାବନୀ । ଘରୋଇ ବସ୍ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ଚେତାବଦୀ ଦିଆଯାଇଛି । ସଂଧ୍ୟା ସୁଦ୍ଧା ରାସ୍ତା କ୍ଲିୟର ନହେଲେ ବସ୍ ବନ୍ଦ ଧମକ ଦିଆଯାଇଛି । ପ୍ରେସମିଟ୍ କରି ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ରାସ୍ତା କ୍ଲିୟର ନକଲେ ଗାଡି ଛିଡା କରି ପ୍ରତିବାଦ କରିବାକୁ ଧମକ ଦିଆଯାଇଛି । ପୋଲିସ ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି ମାଲିକ ସଂଘ ।

LEAVE A REPLY

Please enter your comment!
Please enter your name here