ବିଜେପି ଛାଡ଼ିଲେ ଟାଣୁଆ ନେତା ସୁବାସ ଚୌହ୍ୱାନ. ବରଗଡ଼ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିବା ବେଳେ ତାଙ୍କ ଟିକଟ କାଟି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ. ଯେଉଁଥିପାଇଁ ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହାନ. ପୂର୍ବଥର ସେ ବରଗଡ ଲୋକସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ. ଦଳରୁ ଇସ୍ତଫା ଦେବାପରେ  ପଶ୍ଚିମ ଓଡିଶା ସହ ସେ ଅଛନ୍ତି ଏବଂ ରହିବେ ବୋଲି ଗଣମାଧ୍ୟମରେ ନିଜ ପ୍ରତିକ୍ରୀୟା ରଖିଛନ୍ତି.

LEAVE A REPLY

Please enter your comment!
Please enter your name here