ହାଥରସ୍ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିର ନେତା ବିନୟ କଟିୟାରଙ୍କ ବିବାଦିୟ ବୟାନ୍ । ବିନୟ କଟିୟାରଙ୍କ କହିଛନ୍ତି, ହାଥରସ୍‌ରେ କିଛି ବି ଦୁଷ୍ଟାଚାର ହୋଇନାହିଁ, କି କାହାକୁ ଦୁଷ୍କର୍ମ କରାଯାଇନି । ଏସବୁ ବେକାର କଥା । ପୀଡିତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ଯୋଗୀଙ୍କ ସରକାରରେ ଗଡବଡ ହେବାରେ ନାହିଁ ।
କେବଳ ଏହି କଥା ନୁହେଁ, ବାବ୍ରୀ ରାୟ ଉପରେ ମଧ୍ୟ ପତିକ୍ରୀୟା ରଖି କଟିୟାର କହିଥିଲେ, ବାବ୍ରୀ ନାଁରେ କିଛି ଜିନିଷ ନାହିଁ । ସେ ଏକ ଜରାଜୀର୍ଣ୍ଣ ଘର ଥିଲା ଯାହା ଭାଙ୍ଗିପଡିଥିଲା । ଏଭଳି ବିବାଦୀୟ ବୟାନ ପାଇଁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here