ଭୁବନେଶ୍ୱରର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡ୍‌କୋ ଇନକ୍ୟୁବେସନ କନଷ୍ଟ୍ରକ୍ସନ ସାଇଟରେ କାମ ତଦାରଖ କରିଛନ୍ତି ଭି.କେ ପାଣ୍ଡିଆନ୍ । ପୂର୍ବରୁ ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି । ପାଣ୍ଡିଆନଙ୍କ ସହ ବିଏମସି କମିଶନର ସଞ୍ଜୟ ସିଂ, ପୂର୍ତ୍ତ ସଚିବ କ୍ରିଷନ କୁମାର. ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଉପସ୍ଥିତ ଥିଲେ । କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପୋଜେକ୍ଟ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ ।

LEAVE A REPLY

Please enter your comment!
Please enter your name here