ଖୋର୍ଦ୍ଧା ଟାଉନ ଥାନା ପୋଲିସ ସରସ୍ୱତୀ ପଲେଇ ନାମକ ଜଣେ ମହିଳାଙ୍କ ଘରୁ ୪ ଲକ୍ଷ ୩୭ ହଜାର ଟଙ୍କା ଓ ୧୨.୨୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି । ତେବେ ଅଭିଯୁକ୍ତ କରିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here