ଟୋକିଓ ଅଲିମ୍ପିକ୍ସ ରେସଲିଂ ଫାଇନାଲରେ ରେସଲର ରବି ଦହିଆ । ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇଲେ । ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି । ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କଲେ ରବି । ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ ।

LEAVE A REPLY

Please enter your comment!
Please enter your name here