ସିଙ୍ଗର ଦମ୍ପତ୍ତି ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ନୂଆ ଟୁଇଷ୍ଟ । ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ । ଏଣିକି ସେମାନେ ଏକାଠି ରହିବେ ବୋଲି କହିଲେ ହ୍ୟୁମାନଙ୍କ ମା । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା କହିଛନ୍ତି ଏସିପି । କିଛିଦିନ ପରେ ଶ୍ରୀୟା ହ୍ୟୁମାନଙ୍କ ଘରକୁ ଆସିବେ । ମହିଳା ଥାନାରେ ଦିନ ୧୨ଟାରେ ଉଭୟ ପରିବାର ସହ ହଜାର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here