ସୌଗନ୍ଧ ମୁଝେ ଇସ ମିଟି କି, ମୈ ଦେଶ ନେହିଁ ମିଟନେ ଦୁଗାଁ ।
ମୈ ଦେଶ ନେହିଁ ରୁକନେ ଦୁଗାଁ, ମୈ ଦେଶ ନେହିଁ ଝୁକନେ ଦୁଗାଁ ।
ମେରା ବଚ୍ଚନ ହୈ ଭାରତ ମା କୋ ତେରା ଶିଶ ନେହିଁ ଝୁକନେ ଦୁଗାଁ ।
ରାଜସ୍ଥାନର ଚରୂରେ ନିର୍ବାଚନୀ ରାଲି ପାଇଁ ଯାଇଥିବା ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୋଦୀ କବିତା ପଢିଛନ୍ତି । ଏହାସହ ଜନସଭାରେ ସମ୍ବୋନ୍ଧିତ କରି ମୋଦି କହିଛନ୍ତି କି, ଆଜି ଦେଶର ବୀରଙ୍କୁ ମଥା ନୁଆଁଇ ମୁଣ୍ଡିଆ ମାରିବାର ଦିନ । ଆଜି ଚୂରିର ମାଟିରୁ ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେଉଛି କି, ଦେଶ ସର୍ବଦା ସୁରକ୍ଷିତ ରହିବ । ମୋତେ ଏହି ମାଟିର ରାଣ ଦେଶକୁ କେବେ ନଇଁବାକୁ ଦେବି ନାହିଁ । ମୁଁ ଦେଶକୁ କେବେ ରୋକିବାକୁ ଦେବି ନାହିଁ । ଭାରତ ମାତା ନିକଟରେ ମୋର ପଣ ମୁଁ ତାର ମଥା କେବେ ନଇଁବାକୁ ଦେବି ନାହିଁ ।

LEAVE A REPLY

Please enter your comment!
Please enter your name here