ଟଙ୍କା ୧୫୦୦ ପାଇଁ ଫସିଲେ ପୋଲିସ ବାବୁ । ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଧଉଳି ଥାନା ଏଏସଆଇ ତୋଫାନ ଗୁରୁ । ଏକ ମାମଲାକୁ ରଫା ଦଫା ପାଇଁ ସେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ । ଆଉ ଠିକ୍ ଏହି ସମୟରେ ଭିଜିଲାନ୍ସ ଧରିଥିଲା । ଏବଂ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here