ତେଲେଙ୍ଗାନା ରାଜ୍ୟରେ ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲଦାରଙ୍କୁ ହତ୍ୟା । ଅଫିସ ଭିତରେ ବଚସା ପରେ ଜିଅନ୍ତା ଜାଳିଦେଲା ଦୁବୃର୍ତ୍ତ । ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇ ଦୁର୍ବୃତ୍ତର ଆତ୍ମହତ୍ୟା । ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ କର୍ମଚାରୀ ମଧ୍ୟ ଗୁରୁତର । ଦୁର୍ବୃତ୍ତର ଏଭଳି ଉନ୍ମତ୍ତକାଣ୍ଡ ପଛରା କାରଣ ଜଣାପଡିନି ।

LEAVE A REPLY

Please enter your comment!
Please enter your name here