ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ 1 ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସଂପର୍କିତ ଟାଇମ ଟେବଲ ପରବର୍ତ୍ତୀ ସମୟରେ ପରିଷଦ ପକ୍ଷରୁ ପ୍ରକାଶ କରାଯିବ । ପରୀକ୍ଷାର୍ଥୀଙ୍କ ପୂର୍ବ ପ୍ରସ୍ତୁତି ପାଇଁ ପରୀକ୍ଷାର ସମୟ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here