ଛତିଶଗଡ଼ ସରକାର ସାବେରୀ ନଦୀରେ ବାନ୍ଧିବାକୁ ଯାଉଛନ୍ତି ଡ୍ୟାମ | ଯାହାକୁ ବିରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ । ଯଦି ଏହି ଡ୍ୟାମ ନିର୍ମାଣ କରାଯାଏ ତେବେ ଟେମୁରପାଲି, ମହୁପଦର ଅଞ୍ଚଳର ଲୋକେ ବିଶେଷ ରୂପେ କ୍ଷତିଗସ୍ତର ସମୁଖୀନ ହେବେ | ଯାହାକୁ ନେଇ ମହୁପଦର, ଟେମୁରପାଲି ଗ୍ରାମର ଶତାଧିକ ଗ୍ରାମବାସୀ ଛତିଶଗଡ଼ ସରକାର ଙ୍କ ବିରୋଧ ରେ ମେଳି କରିବା ସହ ଡ୍ୟାମ ନିର୍ମାଣ କୁ ବିରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here