ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କଣ୍ଠରେ ଶ୍ରୀଜଗନ୍ନାଥ ଅଷ୍ଟକମ୍ । ସମ୍ବିତଙ୍କ ସହ ଗାୟକ କୈଳାସ ଖେର୍ ମଧ୍ଂ ଏଥିରେ କଣ୍ଠଦାନ କରିଛନ୍ତି । ଶ୍ରୀଜଗନ୍ନାଥ ଅଷ୍ଟକମର ଏହି ଅଡିଓଭିଡିଓକୁ ରିଲିଜ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉନ୍ମୋଚନ କାର୍ଯ୍ୟକ୍ରମରେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ଗାୟକ କୈଳାସ ଖେର । ରଥଯାତ୍ରା ପୂର୍ବରୁ ଏହି ଆଲବମ୍ ରିଲିଜ୍ ହୋଇଛି ।

LEAVE A REPLY

Please enter your comment!
Please enter your name here