1988 ବ୍ୟାଚ୍ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି. କଟକ-ଭୁବନେଶ୍ବର ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ନିଯୁକ୍ତି ଦିଆଯାଇଛି. ଯୋଗେଶଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ବ ମିଳିଥିବା ବେଳେ ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ବାହିନୀ ଅତିରିକ୍ତ ଦାୟିତ୍ବ ଦିଆଯାଇଛି. ସଞ୍ଜିବ ପଣ୍ଡାଙ୍କୁ ପରିବହନ କମିଶନର ଦାଯିତ୍ବ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here