ପ୍ରତିକ୍ଷାର ଅନ୍ତ । ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ପାସ୍ ହାର ରହିଛି ୯୪.୪୦ ପ୍ରତିଶତ । ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଝିଅଙ୍କର ପାସ୍ ହାର ୯୫ ଦଶମିକ ୨୧ ପ୍ରତିଶତ ଝିଅ ଏବଂ ପୁଅଙ୍କର ପାସ୍ ହାର ରହିଛି ୯୩ ଦଶମିକ ୮୦ ପ୍ରତିଶତ । ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୬.୪୬ ପ୍ରତିଶତ । ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯. ୬୮ ପ୍ରତିିଶତ ପାସ୍ । ଗୌହାଟୀ ରିଜିଅନରେ ସର୍ବନିମ୍ନ ୮୨.୨୩ % ପାସ୍ । cbse.nic.in ୱେବସାଇଡରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here