ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର । ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଅହମଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ଯେ, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ମା’ଙ୍କୁ ଭେଟିବା ପାଇଁ ଅହମଦାବାଦ ଏୟାରପୋର୍ଟରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ମୋଦି ହସ୍ପିଟାଲରେ ନିଜ ମା’ଙ୍କୁ ଭେଟିବେ । ହସ୍ପିଟାଲ ଚାରିପଟେ କଡା ସୁରକ୍ଷା ।

LEAVE A REPLY

Please enter your comment!
Please enter your name here