ବର୍ଷ ଶେଷରେ ରାଜ୍ୟ ରାଜନୀତି ଚଳଚଞ୍ଚଳ । ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା । କନ୍ଧମାଳ , ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ସାଧାରଣ ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ । ୨୦୨୪ ଲଢେଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର । କର୍ମୀଙ୍କ ମଧ୍ୟରେ ଜୋଷ ଭରିବେ । କନ୍ଧମାଳ ସଂସଦୀୟ କ୍ଷେତ୍ର ତୁମୁଡିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗଦେବେ

LEAVE A REPLY

Please enter your comment!
Please enter your name here