କରୋନାରେ ବେଶି ପ୍ରଭାବିତ ହୋଇଥିଲା ଶିକ୍ଷାକ୍ଷେତ୍ର । ଦୁଇ ବର୍ଷ ପରେ ସ୍ଥିତି ସ୍ୱାଭାବିକ ହୋଇଛି । ୨୨ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ । ଆସନ୍ତା ୨୨ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାଙ୍କର ପାଠପଢା ଆରମ୍ଭ ହେବାକୁ ଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ସାଢେ ୩ ଲକ୍ଷ ପିଲା ନାମ ଲେଖେଇ ସାରିଲେଣି । ଏବଂ ୨୨ରୁ କ୍ଲାସ ହେବ ।

LEAVE A REPLY

Please enter your comment!
Please enter your name here