ରବିବାର ହେଉଛି ମୋଦିଙ୍କ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମର 52ତମ ଏପିସୋଡ୍. ଯାହାକୁ ମୋଦି 2019ରେ ପ୍ରଥମଥର ପାଇଁ ସମ୍ବୋଧିତ କରିବେ. ତେବେ 2019 ବର୍ଷରେ ଏହା ହେଉଛି ମୋଦିଙ୍କ ପ୍ରଥମ ପ୍ରୋଗ୍ରାମ. ‘ମନ୍ କି ବାତ୍’ ର ପ୍ରସାରଣ ଅଲ ଇଣ୍ଡିଆ ରେଡିଓର ସମସ୍ତ ନେଟୱାର୍କ ଓ ଦୁରଦର୍ଶନରେ କରାଯିବ. ଏହାଛଡା ଏହାର ପ୍ରସାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଅଲ୍ ଇଣ୍ଡିଆ ରେଡିଓ ଓ ଡିଡି ନ୍ୟୁଜ ଚ୍ୟାନେଲରେ ମଧ୍ୟ ଏହାର ପ୍ରସାରଣ ହେବ. ମୋଦିଙ୍କ ଏହି କାର୍ଯ୍ୟକ୍ରମ ନୂଆ ହୋଇନଥିଲେ ମଧ୍ୟ 2019ରେ ଏହାକୁ ପ୍ରଥମଥର ପାଇଁ ଶୁଣିବାକୁ ମିଳିବ.

LEAVE A REPLY

Please enter your comment!
Please enter your name here