ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ । ସକାଳ 8ଟାରୁ ଶ୍ରୀଜୀଉ ନବଯୌବନ ଦର୍ଶନ ଦେବେ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ 8 ଟାରୁ 9 ଟା ଯାଏଁ ସର୍ବସାଧାରଣ ଦର୍ଶନ କରିପାରିବେ । ସକାଳ 9 ଟାରୁ ସାଢେ 10ଟା ଯାଏଁ ସ୍ବତନ୍ତ୍ର ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ଦିନ 2ଟାରୁ 3ଟା ଏବଂ ସଂଧ୍ୟା 6ଟାରୁ ସାଢେ 6 ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here