ଶନିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ତଥା ସତ୍ୟବାଦୀ ପଞ୍ଚାୟତ ସମିତିର ଚେୟାରମ୍ୟାନ ପ୍ରେମାନନ୍ଦ ବେହେରା. ଟିକଟ ନପାଇବାରୁ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି. ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର  ପଠାଇ ଦେଇଛନ୍ତି. ତେବେ ଟିକଟ ନପାଇବାରୁ ଅସନ୍ତୁଷ୍ଟ ଥିଲେ ପ୍ରେମାନନ୍ଦ. ଏହାପୂର୍ବରୁ ପୂର୍ବତନ ସାଂସଦ ପ୍ରଦୀପ ମାଝି ଦଳ ଛାଡିଥିଲେ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ସମୁଦାୟ ରୂପରେ 17ଟି ଲୋକସଭା ଓ 112 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି.

LEAVE A REPLY

Please enter your comment!
Please enter your name here