ବରଗଡ ଲୋକସଭା- ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଆଗୁଆ

ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ- ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ

ବଲାଙ୍ଗିର ଲୋକସଭା- ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓ ଆଗୁଆ

କନ୍ଧମାଳ ଲୋକସଭା- ବିଜେଡି ପ୍ରାର୍ଥୀ ଅଚୁ୍ୟତ ସାମନ୍ତ ଆଗୁଆ

କେନ୍ଦ୍ରାପଡା ଲୋକସଭା- ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ

ଆସିକା ଲୋକସଭା- ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗୁଆ

ଢେଙ୍କାନାଳ ଲୋକସଭା- ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଆଗୁଆ

ନବରଙ୍ଗପୁର ଲୋକସଭା- ବିଜେଡି ପ୍ରାର୍ଥୀ ରମେଶ ମାଝୀ ଆଗୁଆ

ଉମରକୋଟ ବିଧାନସଭା- ବିଜେପିର ନିତ୍ୟାନନ୍ଦ ଗଣ୍ଡ ଆଗୁଆ

ଆସ୍କା ବିଧାନସଭା- ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ଆଗୁଆ

ବଡଚଣା ବିଧାନସଭା- ବିଜେପିର ଅମର ନାୟକ ଆଗୁଆ

ବେଗୁନିଆ ବିଧାନସଭା- ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଆଗୁଆ

ଭଞ୍ଜନଗର ବିଧାନସଭା- ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଆଗୁଆ

ଭଟଲୀ ବିଧାନସଭା- ବିଜେଡିର ସୁଶାନ୍ତ ସିଂହ ଆଗୁଆ

ବୀରମହାରାଜପୁର ବିଧାନସଭା- ବିଜେପି ଆଗୁଆ

ଫୁଲବାଣୀ ବିଧାନସଭା- ବିଜେଡି ପ୍ରାର୍ଥୀ ଅଙ୍ଗଦ କହଁର ଆଗୁଆ
ରଣପୁର ବିଧାନସଭା- ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଆଗୁଆ
ରେଢାଖୋଲ ବିଧାନସଭା-ବିଜେଡିର ରୋହିତ ପୂଜାରି ଆଗୁଆ
ସୋନପୁର ବିଧାନସଭା- ନିରଞ୍ଜନ ପୂଜାରୀ ଆଗୁଆ

LEAVE A REPLY

Please enter your comment!
Please enter your name here