ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ୧୬ ତାରିଖ ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ । ଛତିଶା ନିଯୋଗ ବୈଠକ ପରେ ଏସଓପି ଜାରି କଲା ପ୍ରଶାସନ । କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖାଯିବାକୁ ନିଷ୍ପତ୍ତି । ଦୀପାବଳି , ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ର୍ରୀମନ୍ଦିର ପରିସରକୁ ପଲିଥିନ ନେବା ସଂପୂର୍ଣ୍ଣ ନିଷେଧ । ଯଦି ପଲିଥିନ ନେଇଥିବେ ୧୦୦ ଟଙ୍କା ଜରିମାନା ଲାଗିବ ।

LEAVE A REPLY

Please enter your comment!
Please enter your name here