ରିଲିଜ ହୋଇଛି ଫିଲ୍ମ ସୁପର-୩୦ର ଟ୍ରେଲର । ଫିଲ୍ମଟି ୧୨ ଜୁଲାଇରେ ରିଲିଜ ହେବାକୁ ଥିବାବେଳେ ଆଜି ଫିଲ୍ମର ଟ୍ରେଲର ରିଲିିଜ ହୋଇଛି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନି ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଆନନ୍ଦଙ୍କ ଭୂମିକାରେ ହ୍ରିତିକ ଅଭିନୟ କରୁଥିବାବେଳ ତାଙ୍କ ଅପୋଜିଟରେ ଆକ୍ଟ୍ରେସ ମୃଣାଳ ଠାକୁର ନଜର ଆସିଛନ୍ତି । ଏହାସହ କଙ୍ଗନା ରଣାଓ୍ବତ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ଲର ନିଦେର୍ଶନା ଦେଇଛନ୍ତି ବିକାଶ ବହଲ। ଟ୍ରେଲରଟି ରିଲିଜ ହେବାପରେ ସୋସିଆଲ ମିଡିଆରେ ଅର୍ଡିଏନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିଛି ।

LEAVE A REPLY

Please enter your comment!
Please enter your name here