ମୁମ୍ବାଇ: କପିଲ ଶର୍ମାଙ୍କ ମା’ଙ୍କୁ ଏବେ ଟିକ୍‌ଟକ୍ ନିଶା ଘାରିଛି । ସାଧାରଣତଃ କପିଲ ଶର୍ମାଙ୍କ କମେଡିର ସମସ୍ତେ ଦିବାନା ଅଟନ୍ତି । ଆପଣମାନେ ଯଦି ତାଙ୍କ ସୋ ଲଗାତାର ଦେଖୁଛନ୍ତି ତେବେ ଜାଣିଥିବେ କପିଲ ଶର୍ମାଙ୍କ ମା ସୋରେ ଦର୍ଶକଙ୍କ ସହିତ ବସି ଦେଖିଥାନ୍ତି । କିନ୍ତୁ ଏବେ ଦେଖିବାକୁ ମିଳିିଛି ତାଙ୍କୁ କମେଡିର ନିଶା ଘାରିଛି । ସେ ନିଜର ହୁନର ଦେଖାଇବାକୁ ମନ କରିଛନ୍ତି କିନ୍ତୁ ସେ ତାଙ୍କର ଏହି କମେଡି ଦ କପିଲ ଶର୍ମା ସୋ ରେ ନୁହେଁ ବରଂ କରିଛନ୍ତି ଟିକ୍‌ଟକ୍‌ରେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏହି ଭିଡିଓରେ କମେଡି ଓ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here