ତାତିରୁ ମିଳିଛି ସାମାନ୍ୟ ନିସ୍ତାର । ଆଜି ମୈାସୁମୀ କେରଳ ଛୁଇଁଛି । ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛି । ରାଜ୍ୟର କିଛି ଅଂଚଳରେ ବର୍ଷା ଆରମ୍ଭ ହୋଇଛି । ଏହିପରି ସ୍ଥିତିରେ ପାଗ ଅନୂକୂଳ ରହିଲେ ଆଗାମୀ ସାତଦିନ ମଧ୍ୟରେ ମୈାସୁମୀ ଓଡ଼ିଶା ଛୁଇଁବା ନେଇ ଅନୁମାନ କରାଯାଇଛି । ଏହା ପ୍ରଭାବରେ ଆସ୍ତା ୧୩ତାରିଖରୁ ଓଡ଼ିଶାରେ ପ୍ରାକ୍ ମୈାସୁମୀ ବର୍ଷା ଆରମ୍ଭ ହେବ । ଆଉ ଦୁଇ ଦିନ ଯାଏଁ ରାଜ୍ୟରେ ପାଗ ମେଘୁଆ ରହିବ । ଏହି ଦୁଇ ଦିନ ପରେ ଓଡ଼ିଶାରେ ତାପମାତ୍ର ସାମାନ୍ୟ ବଢିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

LEAVE A REPLY

Please enter your comment!
Please enter your name here