ଇଂଲଣ୍ଡର ଲର୍ଡସ୍ ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଭାରତର ଅସୁବିଧାକୁ ଦୁଇଗୁଣ ବଢାଇଦେଇଛି .ପ୍ରଥମରେ ଭାରତର ଲଗାତର ପରାସ୍ତ ଓ ଦ୍ୱିତୀୟରେ କ୍ୟାପଟେନ୍ କୋହଲିଙ୍କର ପିଠିରେ ଯନ୍ତ୍ରଣା ଭାରତର ଚିନ୍ତାକୁ ବଢାଇଦେଇଛି . ନୋଟିଂଘମରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଯଦି କୋହଲି ଠିକ୍ ନହୁଅନ୍ତି ତାହାଲେ ଅଶ୍ୱିନୀ କ୍ୟାପଟେନ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି . ତୃତୀୟ ଟେଷ୍ଟ ପୂର୍ବରୁ କୋହଲିଙ୍କର ଏପରି ଅବସ୍ଥା ଭାରତ ପାଇଁ ସମସ୍ୟାର କାରଣ ହୋଇପାରେ . ଦ୍ୱିତୀୟ ଟେଷ୍ଟରେ ଖେଳୁଥିବା ସମୟରେ କୋହଲିଙ୍କର ପୁରୁଣା ପିଠି ଯନ୍ତ୍ରଣା ଆରମ୍ଭ ହୋଇଥିଲା .

 

LEAVE A REPLY

Please enter your comment!
Please enter your name here