ଘୋଷଣା ହେଲା ଲିଙ୍ଗରାଜ ମନ୍ଦିର ପାଇଁ ପ୍ୟାକେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ୟାକେଜ୍ । ଯୋଜନା ଭିତରେ ରହିଛି୯ଟି ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ସଲଗ୍ନ ଅଞ୍ଚଳର ବିକାଶ କରାଯିବ । ୬୬ ଏକର ପରିବ୍ୟାପ୍ତ ଅଞ୍ଚଳକୁ ଏଥିରେ ସାମିଲ କରାଯିବ । ମନ୍ଦିର ସାମ୍ନାରୁ ଥାନା ଓ ଟ୍ରଷ୍ଟବୋର୍ଡ ଉଠିବ । ତାଳେଶ୍ୱରରୁ ବଢେଇବାଙ୍କ ରାସ୍ତା ନିର୍ମାଣ କରାଯିବ । ବିନ୍ଦୁସାଗରର ପୁନଃରୁଦ୍ଧାର କରାଯିବ । ଏକାମ୍ରକ୍ଷେତ୍ର ପାଇଁ ସୁଦୃଶ୍ୟ ପ୍ରବେଶ ପଥ ନିର୍ମାଣ କରାଯିବ । ଚାରୋଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here