ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ସ୍ପଷ୍ଟ ହେଲା । ପ୍ରେସମିଟରେ ସ୍ପଷ୍ଟ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ । ଇଟାଲିରେ ଗବେଷଣା କରୁଥିଲେ ସଂପୃକ୍ତ ଯୁବକ । ୬ରୁ ଦିଲ୍ଲୀରୁ ଫେରି ୧୨ରେ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ମାର୍ଚ୍ଚ ୧୩ରେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ମାର୍ଚ୍ଚ ୧୪ରେ ଆଡମିଟ୍ , ୧୫ରେ ରିପୋର୍ଟ ପଜିଟିଭି ଆସିଛି । ତେବେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ବାଗଚୀ ।ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଖୋଜା ଜାରି ରହିଛି

LEAVE A REPLY

Please enter your comment!
Please enter your name here