ବ୍ରହ୍ମପୁର ଏମକେସିଜିରେ ଅଭାବନୀୟ ଘଟଣା । ଡାକ୍ତରଙ୍କ କାନ ଛିଣ୍ଡାଇଦେଲେ ରେୀାଗୀଙ୍କ ସମ୍ପର୍କୀୟ । ଏ ଗୁରୁତର ଅଭିଯୋଗ ଆସିଛି ଏମକେସିଜିର ପ୍ରସୂତି ବିଭାଗରୁ । ପ୍ରସୂତିଙ୍କ ଜଣେ ସମ୍ପର୍କୀୟଙ୍କୁ ଲେବର ରୁମରୁ ପ୍ରବେଶ କରିବାର ଅନୁମତି ନଦେବାରୁ ଡାକ୍ତରଙ୍କୁ ଆକ୍ରମଣ କରି କାନ ଛିଣ୍ଡାଇଦେଇଥିବା ଅଭିଯୋଗ ହୋଇଛି । ଆହତ ଡାକ୍ତର ଜଣଙ୍କ ହେଲେ । ଘଟଣା ପରେ ଅଭିଯୁକ୍ତଙ୍କୁ ନିକଟସ୍ଥ ଫାଣ୍ଡିରେ ଅଟକ ରଖିଛି ପୋଲିସ । ନିଜେ ସଦର ଏସଡିପିଓ ପହଁଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here